spot_img

ବଲାଙ୍ଗିରରେ ଚାଲିଛି ଜବର ଦଖଲ ଉଚ୍ଛେଦ

ବଲାଙ୍ଗିର: ବଲାଙ୍ଗିରରେ ଜବର ଦଖଲ ଉଚ୍ଛେଦ ଅଭିଯାନ। ସୂର୍ଯ୍ୟନଗର ଓ ଆନନ୍ଦ ନଗରରେ ଜବର ଦଖଲ ଉଚ୍ଛେଦ ଜାରି ରହିଛି। ବଲାଙ୍ଗିର ପୌର ପରିଷଦ, ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ସାଇନ୍ସ ପାର୍କ ଓ ରିଙ୍ଗ ରୋଡ ପାଇଁ ଚାଲିଛି ଜବର ଦଖଲ ଉଚ୍ଛେଦ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular