spot_img

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣୀ ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜମି ପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଖବର ଅନୁଯାୟୀ.  ମୁରିବାହାଲ୍ ତହସିଲର ବରିଷ୍ଠ କିରାଣୀ ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ । ଜମି ପଟ୍ଟା କରାଇଦେବାକୁ ୨୮ଶହ ଟଙ୍କା ଲାଞ୍ଚି ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ସେହିପରି ବଲାଙ୍ଗୀର ଓ ବରଗଡ଼ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular