କଟକ : କଟକରୁ ପୁଣି ୧୦କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପାଟ୍ରୋଲିଂ ବେଳେ ପୋଲିସ ଗଞ୍ଜେଇ ଜବତ କରିଛି ।
ଟ୍ରକ୍ କଣ୍ଟେନର କ୍ୟାବିନ୍ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁର ଅଞ୍ଚଳର ବାପିନା ସେନାପତି ଏବଂ କନ୍ଧମାଳ ଅଞ୍ଚଳର ମଦନ କୁମାର ବେହେରା । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0