
() ଓଡ଼ିଶା ଆସୁଛି କରୋନା ଟିକା…ପୁଣେରୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସୁଛି କୋଭିସିଲ୍ଡ…ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮୦୦ ଡ଼ୋଜ ପଠାଇଲା ସେରମ ଇନଷ୍ଟିଚୁ୍ୟଟ…ଅପରାହ୍ନ ୪ଟା୨୦ରେ ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା…

() ପଶ୍ଚିମ ଓଡ଼ିଶାପାଇଁ ଖୁସି ଖବର…ଆଜିଠୁ ଝାରସୁଗୁଡ଼ାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ଉଡ଼ିବ ବିମାନ…୧୮୯ ସିଟ ବିଶିଷ୍ଟ ସ୍ପାଇସ ଜେଟ ସପ୍ତାହରେ ୪ଦିନ କରିବ ଉଡ଼ାଣ… ସ୍ପଷ୍ଟକଲେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିଦେ୍ର୍ଦଶକ…
() ଖାଦ୍ୟରେ ମିଶୁଛି ବିଷ……କଟକ ପରେ ବଲାଙ୍ଗୀରରେ ନକଲି ବ୍ୟବସାୟ… ବ୍ରାଣ୍ଡେଡ଼ ପ୍ୟାକଟ ନାଁରେ ବଜାରରେ ବିକ୍ରି ହେଉଛି ନକଲି ମିକ୍ସଚର …କ୍ଷତିକାରକ ଫୁଡ଼ କଲର ମିଶାଉଥିବା ମାଲିକଙ୍କ ସହ ୫ ଅଟକ…
() ପାରଦୀପ ଉପକୂଳରେ ୨ଦିନିଆ ସମରଭ୍ୟାସ…ସି ଭିଜିଲ’ ସମରାଭ୍ୟାସରେ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ଼ଙ୍କ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ସାମିଲ…ବିଶାଖାପଟନମ ଓ ଓଡ଼ିଶା ନାଭାଲ ଅଫିସର ଇନଚାର୍ଜ ପକ୍ଷରୁ ଆୟୋଜିତ…
() ରାଜ୍ୟରେ ଉଭାନ ଶୀତ…ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବଡ଼ିବ ତାପମାତ୍ରା..ରାଜଧାନୀରେ ୩୭ ଡ଼ିଗ୍ରୀ ସେଲସିୟସ ଛୁଇଁବା ସମ୍ଭାବନା… ଚଳିତ ବର୍ଷ ଜଳବାୟୁକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ…



Visitors Today : 0
Total Visitors : 130166
Total Views : 9891611
Visitors Online Now : 0