spot_img

ବାରହା ଆକ୍ରମଣରେ ଜଣେ ମହିଳା ସମେତ ୪ ଆହତ

ପଟ୍ଟାମୁଣ୍ଡାଇ :  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଦିଘି ଏବଂ ମଧୁପୁର ଗାଁରେ ବାରହା ଆକ୍ରମଣରେ ଜଣେ ମହିଳା ସହ ୪ ଜଣ ପୁରୁଷ ହୋଇଛନ୍ତି । ସକାଳୁ ଗାଁରେ ଲୋକମାନେ ନିଜର ନିତ୍ୟକର୍ମ କରୁଥିବା ବେଳେ ବାରହାଟି ହଠାତ୍ ଜନବସତି ଆଡକୁ ପଶିଆସି ଗାଁରେ ଆତଙ୍କ ସୃଷ୍ଟି କରିଥିଲା । ବାରହା ଆକ୍ରମଣ ଫଳରେ ମଧୁପୁର ଗାଁର ପଞ୍ଚାନନ ନାୟକ, ଲକ୍ଷ୍ମୀଧର ବେହେରା, ବନମାଳୀ ବେହେରା ଏବଂ ଦିଘି ଗ୍ରାମର ଅଜୟ କୁମାର ଦାସ ଓ ପୂର୍ଣ୍ଣିମା ଦାସ ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular