କଟକ : ରାଜ୍ୟରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ପଦ୍ମଶ୍ରୀ ଡି. ପ୍ରକାଶଙ୍କ ରାଓ ପରଲୋକ ହୋଇଛି । କଟକ ଏସ୍ ସି ବି କୋଭିଡ଼ ହସ୍ପିଟାଲରେ ଆଜି ତାଙ୍କର ପରଲୋକ ହୋଇଛି । ଆଜି ଅପରାହ୍ନ ୪ଟା ୧୫ ମିନିଟ୍ ରେ ତାଙ୍କର ପରଲୋକ ସୂଚନା ମିଳିଛି । କରୋନା ରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0