spot_img

ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର୍‌

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର୍ ଅଳ୍ପକେ ବର୍ତ୍ତିଲେ କାର୍ରେ ଥିବା ସମସ୍ତ ଯାତ୍ରୀ ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମବାହିନୀ କର୍ମଚାରୀ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ତେବେ ହଠାତ୍ କାର୍ ଟିରେ ନିଆଁ ଲାଗିବା ଦେଖି କାର୍ ରେ ବସିଥିବା ଯାତ୍ରୀ ବାହରକୁ ଚାଲିଆସିଥିଲେ ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ

ରାସ୍ତା ଉପରେ ଗାଡିଟି ହୁତୁ ହୁତୁ ହୋଇ ଜଳୁଥିବାରୁ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ଲୋକମାନେ ସେହି ରାସ୍ତା ଦେଇ ଯିବାକୁ ଭୟ କରି ଫେରିଆସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ପୋଲିସ ଅଗ୍ନିଶମ ବାହିନୀ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular