spot_img

ଡ଼ୁମଡ଼ୁମାରେ ଏକାମ୍ର କ୍ଷେତ୍ର ମନ୍ଦିର ପ୍ରତିଷ୍ଠା

ଭୁବନେଶ୍ୱର : ଡ଼ୁମଡ଼ୁମାରେ ଏକାମ୍ର କ୍ଷେତ୍ର ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ । ଜଗନ୍ନାଥ ମହାପ୍ରଭୁଙ୍କ ଆର୍ଶିବାଦରୁ ଏକାମ୍ର ଶ୍ରକ୍ଷେତ୍ର ନାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି । ମନ୍ଦିରର ନୀତିକାନ୍ତି ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଅନୁଯାୟୀ କରାଯିବ । ନାମ ସଂକୀର୍ତ୍ତନ କରାଯାଇ ମକର ଉସôବ ସହିତ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଉସôବରେ ମନ୍ଦିର ସମ୍ପାଦକ ଶ୍ରୀ କବିରାଜ ନାୟକ, ସଭାପତି ଶ୍ରୀ ଆଶୋକ କୁମାର ଲେଙ୍କାଙ୍କ ସହ ବହୁ ଭକ୍ତ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular