ଭୁବନେଶ୍ୱର : ରାଜ୍ୟପାଳ ଗଣେଶୀ ଲାଲ ପ୍ଲାଜମା ଦାନ ପାଇଁ ଅପିଲ୍ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ସେପଟେ ଗତ ୨୪ ତାରିଖରେ ରାଜ୍ୟର ପ୍ରଥମ ପ୍ଲାଜମା ଥେରାପି ସଫଳ ହୋଇଥିବା ବେଳେ ଅନ୍ୟ ୧୩ଜଣ ସୁସ୍ଥ ହେଉଛନ୍ତି । ତେଣୁ ବର୍ତ୍ତମାନ ଗୁରୁତର କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମା ଥେରାପି ଏକ ଅସ୍ତ୍ର ପରି କାମ କରୁଛି । ଏନେଇ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ରାଜ୍ୟପାଳ ଟ୍ୱିଟ କରି ଅନୁରୋଧ କରିଛନ୍ତି ।
Hon'ble Governor has appealed to all #COVID19 recovered persons to donate plasma which will be a great humanitarian as well as spiritual service in the time of pandemic. #PlasmaTherapy
— Governor Odisha (@GovernorOdisha) July 25, 2020



Visitors Today : 1
Total Visitors : 130167
Total Views : 9891612
Visitors Online Now : 0