ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମୃତୁ୍ୟ ସଂଖ୍ୟା ତାଲିକାର ଶୀର୍ଷରେ ଗଞ୍ଜାମ ଅଛି । ତେବେ ଚାଲନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ।
ଗଞ୍ଜାମରେ ୭୩ , ଖୋର୍ଦ୍ଧାରେ ୧୫ , କଟକରେ ୯, ଗଜପତିରେ ୮ , ଯାଜପୁରରେ ୧ , ବାଲେଶ୍ବରରେ ୨ , ଜଗତସିଂହପୁର ୨, ପୁରୀରେ ୨ , କେନ୍ଦ୍ରାପଡ଼ାରେ ୨, ଭଦ୍ରକ ଜିଲ୍ଲାରେ ୨, ସୁନ୍ଦରଗଡ଼ରେ ୪, କନ୍ଧମାଳରେ ୧ , ନୟାଗଡ଼ରେ ୧, ଝାରସୁଗୁଡ଼ାରେ ୧ , ବରଗଡ଼ ୧, ଅନୁଗୁଳରେ ୨ ଓ ରାୟଗଡ଼ା ଜିଲ୍ଲାରେ ୪ ଜଣଙ୍କର ମୃତୁ୍ୟ ହୋଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0