ପ୍ଲାଷ୍ଟିକ ଖେଳନା ଗିଳିଦେବା ଫଳରେ ଶିଶୁର ମୃତୁ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଅର୍ଜୁନବଣିଆ ଗାଁରେ । ଗାଁର ମନୁ ନାଇକଙ୍କ ୪ ବର୍ଷର ପୁଅ ସନୁ ଘରେ ଏକ ପ୍ଲାଷ୍ଟିକ ପେଁକାଳୀ ଧରି ଖେଳୁଥିଲା । କିଛି ସମୟରେ ଶିଶୁଟିର ମା’ ଅସି ଦେଖିବା ବେଳକୁ ସନୁ ଅଚେତ ଅବସ୍ଥାରେ ପଡିରହିଥିଲା । ପରିବାର ଲୋକେ ତୁରନ୍ତ ତାକୁ ଆନନ୍ଦପୁର ମେଡିକାଲକୁ ଆଣିଥିଲେ । ପରେ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0