ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା କରଣର ଶଭାରମ୍ଭ ହୋଇଯାଇଛି । ଶନିବାର ଦିନ ୧୧ ଟା ସମୟରେ ଏହି ଟୀକା କରଣ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ୧୦୦ ଟି ଡୋଜର କୋଭିସିଲ୍ଡ ଟିକା ଦିଆଯିବାର ଯୋଜନା ରହିଥିବା ବେଳେ ୩୦୦ ଜଣ ପଞ୍ଜିକରଣ କରିଥିଲେ । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୪ଟି ଭାଏଲ ଟୀକା ପହଞ୍ଚିଥିଲା । ଗୋଟିଏ ଭାଏଲରେ ୧୦ଟି ଡୋଜ ରହିଛି । ଏହି ଟିକା କରଣ ୩ ଦିନ ଧରି ଚାଲିବ । ପ୍ରଥମ ଦିନରେ ରାଜନଗର ବ୍ଲକର ଡାକ୍ତର, ସ୍ୱସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡି, କର୍ମୀ, ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0