ପାଇଖାନା ଦୁର୍ନୀତିକୁ ନେଇ ଝରିଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବହାଦୁର ସିଂ ଧରୁଆ ଓ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲ ନିଲମ୍ବିତ ହୋଇଛନ୍ତି । ସ୍ୱଛଭାରତ ଅଭିଯାନ ଦୁର୍ନୀତିକୁ ବିରୋଧ କରି ବିଡିଓଙ୍କ ନାମରେ ଝରିଗାଁ ଥାନାରେ ଶତାଧିକ ହିତାଧିକାରୀ ଏତଲା ଦେଇଥିଲେ । ତେବେ ପାଇଖାନା ଦୁର୍ନୀତିକୁ ନେଇ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହାକୁ ଘୋର ନିନ୍ଦା କରିବା ସହ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0