ଜଳେଶ୍ବର: ପୁଣି ଜଳେଶ୍ବର ରୁ ଧଳା ଜହର ଜବତ , ଜଣେ ଗିରଫ l ଜଳେଶ୍ୱର ସହରରେ ଧଳା ଜହର କାରବାର କମିବାର ନାଁ ଧରୁନାହିଁ । ଜଳେଶ୍ୱର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଝାଡେଶ୍ବର ପୁର ବସ୍ତିରେ ଚଡାଉ କରି ୨୫ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୁଲିସ । ଜବଦ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା, ଜଣାପଡିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0