ଘଷିପୁରl: ଘଷିପୁରlରେ ଆଂଚଳିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବାରିଗାଁ ଫିଲଡ଼୍ରେ ପାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ବାରିଗାଁ ଡ଼େଞ୍ଜର ଇଲେଭେନ ସହିତ ଫକୀରପୁର ଏଫସିସି ସହ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଫକୀରପୁର ୮୦ ରନ୍ କରିଥିବା ବେଳେ ବାରିଗାଁ ୧୨୦ ରନ୍ କରି ବିଜୟୀ ଲାଭ କରିଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ନାରାୟଣ ସାହୁ ଏବଂ ନିରଞ୍ଜନ ବାରିକ୍ ଯୋଗ ଦେଇଥିଲେ । ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0