ନୂଆଦିଲ୍ଳୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଶେଷ ଟେଷ୍ଟର ଶେଷ ଦିନରେ ଶୁଭମାନ ଗିଲ ଇତିହାସ ସୃଷ୍ଟି କରିଥିଲେ । ୨୧ ବର୍ଷୀୟ ଯୁବ ଓପନର୍ ପୁଣି ଥରେ ଏଠାରେ ଏକ ଚମତ୍କାର ଇନିଂସ ଖେଳିଥିଲେ । ଗିଲ୍ ମଧ୍ୟ ତାଙ୍କ ଇନିଂସ ସମୟରେ ଅନେକ ସଫଳତା ହାସଲ କରିଥିଲେ ଜ୍ଝ ସେ ବର୍ତ୍ତମାନ ଭାରତ ପାଇଁ ଟେଷ୍ଟ କ୍ରିକେଟର ଚତୁର୍ଥ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଭାରତର ସର୍ବ କନିଷ୍ଠ ଓପନର୍ ହୋଇଥିଲେ। ଏହା ସହ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ୫୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ ।




Visitors Today : 2
Total Visitors : 130171
Total Views : 9891617
Visitors Online Now : 0