spot_img

ତବୁଙ୍କ ଇନଷ୍ଟା ଆକାଉଣ୍ଟ ହ୍ୟାକ!

ବଲିଉଡ଼ ଅଭିନେତ୍ରୀ ତବୁଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ କରାଯାଇଛି । ଏନେଇ ତବୁ ନିଜେ ସୂଚନା ଦେଇଛନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା କୌଣସି ଲିଙ୍କ ଉପରେ କ୍ଲିକ ନକରିବା ପାଇଁ ପରାମର୍ଶ ଦେଇଛନ୍ତି  । ସେ ନିଜ ପ୍ରଶଂସକଙ୍କୁ ଚେତାବନୀ ମଧ୍ୟ ଦେଇ କହିଛନ୍ତି ନ ଜାଣିଥିବା କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ । ଶେଷଥର ପାଇଁ ଫିଲ୍ମ ‘ଜବାନୀ ଜାନେମନରେ’ ନଜର ଆସିଥିଲେ ତବୁ । ଆଗକୁ ମଧ୍ୟ ହରର କମେଡ଼ି ଫିଲ୍ମ ‘ଭୁଲ ଭୁଲେୟା ୨’ରେ ମଧ୍ୟ ନଜର ଆସିବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular