ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଚମକ୍ରାର ପ୍ରଦର୍ଶନ କରି ଭାରତ ସିରିଜକୁ ଜିତିଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
We are all overjoyed at the success of the Indian Cricket Team in Australia. Their remarkable energy and passion was visible throughout. So was their stellar intent, remarkable grit and determination. Congratulations to the team! Best wishes for your future endeavours.
— Narendra Modi (@narendramodi) January 19, 2021
ଭାରତର ବିଜୟ ପାଇଁ ମୁଁ ବହୁତ ଖୁସି ବୋଲି ଟ୍ବିଟ କରି ଜଣାଇଛନ୍ତି। ଅନ୍ୟପଟେ ଭାରତର ଏହି ସ୍ମରଣୀୟ ବିଜୟ ପାଇଁ ବିସିସିଆଇ ପକ୍ଷରୁ ୫କୋଟି ଟଙ୍କାର ବୋନସ ଦିଆଯିବା ନେଇ ବୋର୍ଡ ସମ୍ପାଦକ ଜୟ ଶାହା ଟ୍ବିଟ କରି ସୂଚନା ଦେଇଛନ୍ତି।
"The BCCI has announced INR 5 Crore as team bonus"- BCCI Secretary Mr @JayShah tweets.#TeamIndia pic.twitter.com/vgntQuyu8V
— BCCI (@BCCI) January 19, 2021



Visitors Today : 3
Total Visitors : 130169
Total Views : 9891615
Visitors Online Now : 0