ଫିଲ୍ମ ସୁଟିଂବେଳେ ଅସୁସ୍ଥ ହୋଇ ପଡ଼ିଲେ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ୀ’ର ସୁଟିଂ ସମୟରେ ହଠାତ ଆଲିଆ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କିଛି ସମୟ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା । ପରେ ତାଙ୍କୁ ଡ଼ିସଚାର୍ଜ କରାଯାଇଛି । ତେବେ ଏନେଇ ଫିଲ୍ମଟିମ ପଓରୁ କୌଣସି ସୂଚନା ଦିଆଯାଇନାହିଁ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0