ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ୱେବ ସିରିଜକୁ ନେଇ ବିବାଦ ଲାଗି ରହିଛି । ଏହା ମଧ୍ୟରେ ନିଦେ୍ର୍ଦଶକ ଅଲି ଆବାସ ଜାଫର କ୍ଷମା ମାଗିଛନ୍ତି । ଏନେଇ ସେ ଟ୍ୱିଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ୱେବ ସିରିଜ ତାଣ୍ଡବ ଏକ ଫିକ୍ସନ । ଯଦି ଏହା କୌଣସି ବି ବ୍ୟକ୍ତି କିମ୍ବା ଘଟଣା ସହ ସମାନତା ରହିଛି ତେବେ ଏହା ଏକମାତ୍ର ସଂଯୋଗ । ତେବେ କୌଣସି ବ୍ୟକ୍ତି, ଜାତି ସଂପ୍ରଦାୟକୁ ଅପମାନ କରିବା ଆମର କୌଣସି ଉଦେ୍ଦଶ୍ୟ ନାହିଁ । ବିନା ସର୍ତ୍ତରେ କ୍ଷମା ମାଗୁଛି ବୋଲି ନିଦେ୍ଦଶକ ଉଲ୍ଲେଖ କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0