spot_img

ସାମ୍ନାକୁ ଆସିଲା ‘ଧାକଡ’ ପୋଷ୍ଟର

ସାମ୍ନାକୁ ଆସିଲା ‘ପଙ୍ଗା ଗାର୍ଲ’ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ଼’ର ରିଲିଜ ଡ଼େଟ । ଏଥିସହ ଏହି ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ କଙ୍ଗନା ହାତରେ ଖଣ୍ଡାଧରି ଫୁଲ ଆକ୍ସନରେ ନଜର ଆସୁଛନ୍ତି । ଫିଲ୍ମଟି ଚଳିତବର୍ଷ ଅକ୍ଟୋବରରେ ସିନେମାଘରେ ରିଲିଜ ହେବ । ଏନେଇ କଙ୍ଗନା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଏହି ଫିଲ୍ମରେ କଙ୍ଗନା ଏକ ଏଜେଟଂ ଭୂମିକାରେ ନଜର ଆସିବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular