ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ବ୍ଲକ ଭେଙ୍କଟରାୟପଲ୍ଲୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରଯାଇଛି ଆଦର୍ଶ ଗୁହାଳ l ଏହି ଆଦର୍ଶ ଗୁହାଳ ଏବେ ଗଞ୍ଜାଳ ଜିଲ୍ଲାର ଅନ୍ୟ ବ୍ଲକ ପାଇଁ ଉଦାହରଣ ପାଲଟିଛି l ଏହି ଆଦର୍ଶ ଗୁହାଳ ନିର୍ମାଣ କରିବା ଦ୍ଵାରା ଗ୍ରାମ ମହିଳାଙ୍କୁ ସ୍ୟାବଲମୀ କରିବା ସହିତ ରୋଜଗାରର ବାଟଦେଖାଇଛି l ପୂର୍ଵ ରୁ ଗ୍ରାମର ରାସ୍ତା ଉପରେ ଗୃହପାଳିତ ପଶୁ ମାନଙ୍କୁ ଛାଡିଦେଉଥିବା ବେଳେ l ଏହି ଆଦର୍ଶ ଗୁହାଳ କରିବା ଦ୍ଵାରା ବହୁତ ସୁବିଧା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି l ଏହି ଆଦର୍ଶ ଗୁହାଳ ରେ ଗୃହପାଳିତ ପଶୁ ମାନଙ୍କ ପାଇଁ କୁଣ୍ଡା ଖାଇବାକୁ କୁଣ୍ଡ ସହିତ ଘାସ ବଗିଚା ନିର୍ମାଣ କରଯାଇଛି l ଏହି ଆଦର୍ଶ ଗୁହାଳ ଏବେ ଗଞ୍ଜାମ ଜିଲ୍ଲାର ଅନ୍ୟ ବ୍ଲକ ପାଇଁ ଉଦାହରଣ ପାଲଟିଛି l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0