spot_img

କେନ୍ଦୁଝର କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟିତ

ଘସିପୁରା: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ବଡପଦନା ପଡ଼ିଆଠାରେ ଖଣ୍ଡୁରୀ ମାତା କ୍ଳବ ପକ୍ଷରୁ ପ୍ରଥମ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇନମନ୍ତ୍ରୀ ପ୍ରତାପ ଯେନା ଓ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଖେଳକୁ ଉଦଘାଟିତ କରିଥିଲେ । ପ୍ରଥମ ମ୍ୟାଚରେ କଟକକୁ ହରାଇ ବାରିପଦା ବିଜୟୀ ହୋଇଛି । ଏହି ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ତିତ ଥିଲେ । ଏଥିରେ ମୋଟ ୪ଟି ଟିମ୍ ଅଂଶଗ୍ରହଣ କରୁଛନ୍ତିଜ୍ଝ ଆସନ୍ତାକାଲି ଫାଇନାଲ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular