ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସିଂଶାରି ପଞ୍ଚାୟତର ଜିଆରଏସଙ୍କ ଘରେ ଚଢାଉ । ଜିଆରଏସ ହିମାଂଶୁ ବାଘଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଘରୁ ମିଳିଲା ୧୭ ଲକ୍ଷ ଟଙ୍କା କ୍ୟାସ୍। ଏଥିସହ ଅମାପ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ନବରଙ୍ଗପୁର ଉମରକୋଟ ବ୍ଲକ ସଂସାରୀ ଓ ଭଣ୍ଡାରୀଗୁଡ଼ା ପଂଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭଗବତୀ ସାହି ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0