ପ୍ରଶଂସକଙ୍କ ପାଇଁ ଗୁଡ଼ ନୁ୍ୟଜ ଦେଲେ ବଲିଉଡ଼ର ଦବଙ୍ଗ ହିରୋ ସଲମାନ ଖାନ । ସଲମାନଙ୍କ ବହୁ ପ୍ରତୀକ୍ଷିତ ପିଲ୍ମ ରାଧେର ରିଲିଜ ତାରିଖ ଘୋଷଣା ହୋଇଛି । ଫିଲ୍ମଟି ୨୦୨୧ ଇଦରେ ରିଲିଜ ହେବ । ତେବେ ସବୁଠୁ ବଡ଼ କଥା ହେଉଛି ଫିଲ୍ମଟି ଥିଏଟରରେ ରିଲିଜ ହେବ ବୋଲି ନିଜେ ସଲମାନ ଘୋଷଣା କରିଛନ୍ତି । ଏଥିସହ ସଲମାନ ଏହା ମଧ୍ୟ କହିଛନ୍ତି ଯେ ଥିଏଟର ମାଲିକ ଏବଂ ପରିଚାଳନାଙ୍କ ଆର୍ଥିକ ସମସ୍ୟାକୁ ଆଖିଆଗରେ ରଖି ଏପରି ନିଷ୍ପତି ନିଆଯାଇଛି । ଥିଏଟରରେ ରିଲିଜ କରି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ଦବଙ୍ଗ ହିରୋ ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0