spot_img

ସାମ୍ନାକୁ ଆସିଲା ଦିବ୍ୟାଙ୍କ ଧାକଡ଼ ଲୁକ

ସାମ୍ନାକୁ ଆସିଲା ଦିବ୍ୟାଙ୍କ ଧାକଡ଼ ଲୁକ । ବଲିଉଡ଼ ଅଭିନେତ୍ରୀ କଙ୍ଗନାଙ୍କ ଅପକମିଂ ଫିଲ୍ମ ‘ଧାକଡ଼’ର ଆଉ ଏକ ନୂଆ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଥିରେ ବିଦ୍ୟ ଦତ୍ତଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ପିଲ୍ମର ପୋଷ୍ଟର ନିଜେ ଦିବ୍ୟା ତାଙ୍କ ଟ୍ୱିଟ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଦିବ୍ୟା ପାଦରେ ଅଳତା, ହାତରେ ଖଡ଼ୁ ଏବଂ ମଥାରେ ବିନ୍ଦି ଲଗାଇ ଏକ ଖତରନାକ ଲୁକରେ ନଜର ଆସିଛନ୍ତି । ଏହା ପୂର୍ବରୁ ଅର୍ଜୁନ ରାମପାଲଙ୍କ ଲୁକ କୁ ନେଇ ଏକ #ପୋଷ୍ଟର ରିଲିଜ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular