ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଚମକ୍ରାର ବିଜୟ ପରେ ସାରା ବିଶ୍ୱରୁ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସୁଛି । ଏପରିସ୍ଥଳେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ଭାରତୀୟ ଦଳକୁ ଉତ୍ସବ ମନାଇବା ପରାମର୍ଶ ଦେବା ସହ ସତର୍କ କରାଇଛନ୍ତି । ସେ ହିନ୍ଦିରେ ଟ୍ୱିଟ କରି କହିଛନ୍ତି, ଏବେ ପ୍ରକୃତ ଦଳ ଭାରତକୁ ଆସିବ । ଘରୋଇ ପରିବେଶରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଭେଟିବ । ତେଣୁ ଭାରତକୁ ସତର୍କ ରହିବା ପାଇଁ ପଡିବ ବୋଲି କହିଛନ୍ତି । 



Visitors Today : 0
Total Visitors : 130166
Total Views : 9891611
Visitors Online Now : 0