spot_img

ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡିଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆସନ୍ତା ଆଇପିଏଲ ୧୪ ତମ ସଂସ୍କରଣରେ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡିଲା ରାଜସ୍ଥାନ ରୟାଲ୍ସ । ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ନୂଆ ଅଧିନାୟକ ଭାବରେ ବିବେଚିତ ହୋଇଛନ୍ତି । ତେବେ ଟିମ ମ୍ୟାଜେମ୍ୟାଣ୍ଟ ପକ୍ଷରୁ ସ୍ମିଥଙ୍କୁ ରୟାଲ ଷ୍ଟାଇଲରେ ବିଦାୟ ଜଣାଇଛନ୍ତି । ମ୍ୟାନେଜମେଣ୍ଟର ଅଫିସିଆଲି ଟ୍ୱିଟରୁ ଆକାଉଣ୍ଟରୁ ସ୍ମିଥଙ୍କ ଫୋଟ ଶେୟାର କରି ‘ଧନ୍ୟବାଦ ସ୍ମଜ’ ବୋଲି ଲେଖାଯାଇଛି । ସ୍ମିଥଙ୍କ ଡାକ ନାମ ସ୍ମଜ ହୋଇଥିବା ବେଳେ ଫଟୋରେ ତାଙ୍କର ଭିନ୍ନ ଶୈଳୀକୁ କ୍ରିକେଟ ପ୍ରେମୀ ବେଶ ପସନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular