ପୁଣେ: ପୁଣେରେ ଅବସ୍ଥିତ ସିରମ ଇନିଷ୍ଟିଚ୍ୟୁଟରେ ନିଆଁ ଲାଗିଛି । ତେବେ ଇନିଷ୍ଟିଚ୍ୟୁଟର ଟର୍ମିନାଲ୍ ୧ ଗେଟ୍ ରେ ନିଆଁ ଲାଗିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ନିଯୋଜିତ କରିଥିବା ସର୍ତ୍ତେ ନିଆକୁ ଆୟତ୍ତ କରାଯାଇ ପାରିନାହିଁ । ଅନ୍ୟପଟେ ସେରମ ଇନିଷ୍ଟିଚ୍ୟୁଟ କୋଭିଡ ଟିକା କୋଭିସିଲ୍ଟ ସାରା ଦେଶକୁ ଯୋଗାଇଥିଲା । ମିଳିଥିବା ସୂଚନା ଅନୁସାରେ, ଇନିଷ୍ଟିଚ୍ୟୁଟର ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗି ନାହିଁ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0