କଟକ: ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ପୂର୍ବ ନିର୍ଦ୍ଦେଶ ମୁତାବକ ଶବ ବ୍ୟବଚ୍ଛେଦ ରିପୋର୍ଟର ସ୍ପଷ୍ଟ କପି ଓ ଗୁରୁତ୍ବପୂର୍ଣ୍ଣ ସାକ୍ଷୀଙ୍କ ବୟାନ ଦାଖଲ କରାଯାଇନଥିବାରୁ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବୃଆରୀ ୨୫ ତାରିଖକୁ ଧାର୍ୟ୍ୟ କରିଛନ୍ତି। ଏହା ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟର ସ୍ପଷ୍ଟ କପି ଓ ସାକ୍ଷୀଙ୍କ ରେକର୍ଡ଼ କରାଯାଇଥିବା ବୟାନ ହାଇକୋର୍ଟରେ ଦାଖଲ କରାଯିବ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0