ଘଷିପୁରା: କେନ୍ଦୁଝରର ଘଷିପୁରାରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏ.ଏମ.ଡ଼ି.ସି ଜମୁବହଲି ଆନୁକୁଲ୍ୟରେ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଥିଲା । ୪୮ଟି ଦଳ ଏଥିରେ ଭାଗନେଇଥିଲେ । ଫୁଲବହଲି ଟିମ ଚମ୍ପିୟାନ ହୋଇଥିବା ବେଳେ ଏଫ.ସି ଟିମ୍ ରନର୍ସ ଅଫ ହୋଇଥିଲା । ଏହି ଟୁର୍ଣ୍ଣମେଣ୍ଟରେ ବହୁ ବରିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଶେଷରେ ଟୁ୍ର୍ଣ୍ଣମେଣ୍ଟରେ ଆଦିବାସୀ ମାନେ ସେମାନଙ୍କ ପାରମ୍ପରୀକ ନୃତ୍ୟ ପରିବେଷଣ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0