ନୂଆଦିଲ୍ଳୀ: ବସ୍ତିବାସିନ୍ଦାକୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ସେମାନଙ୍କର ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସରକାର ୯ ହଜାର ୩୧୫ ଟି ଫ୍ଲାଟ ବାଣ୍ଟିବା ପ୍ରକିୟା ଆରମ୍ଭ କରିଛନ୍ତି । ଏହା ସହ ସରକାରୀ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ ବସ୍ତିରେ ରହୁଥିବା ପରିବାରଙ୍କୁ ଏହି ପ୍ଲାଟ ବାଣ୍ଟିବା ପ୍ରକିୟ,ା ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ଏହି ଫ୍ଲାଟ ଗୁଡିକ ଦେଢ଼ ଲକ୍ଷରୁ କମ ଟଙ୍କାରେ ନିର୍ମିତ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0