spot_img

ମହଙ୍ଗା ପଡିବ ସୋସିଆଲ ମିଡିଆରେ ଅପପ୍ରଚାର

ବିହାର: ଏଣିକି ସୋସିଆଲ ମିଡିଆର ଅପବ୍ୟବହାର କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏ ନେଇ ବିହାର ସରକାର ସିଧାସଳଖ କଡା ଚେତାବନୀ ଦେଇଛନ୍ତି । ତେବେ ଫେସବୁକ, ଟ୍ୱିଟର, ହାଟସ ଅପ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ । ଏହା ସହ ମିଥ୍ୟା ଏବଂ ଦ୍ୱନ୍ଦ ଭିତିକ ଖବର ପୋଷ୍ଟ କରୁଥିବା ଲୋକ ଓ ବିଭିନ୍ନ ଗୋଷ୍ଠୀ ଏବଂ ଅନୁଷ୍ଠାନ ମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular