ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ ନାମିତ ହେଲା ଦିଲ୍ଲୀର ସଡକ । ତେବେ ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର୍ୟୁସ୍ଗଞ୍ଜରେ ଏକ ସଡକକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମିତ କରିବା ପାଇଁ ଅନୁମତି ଦେଇଛି ନଗର ନିଗମ । ଏହା ସହ ଜଡିତ ସମସ୍ତ ପ୍ରସ୍ତାବକୁ ନଗର ନିଗମ ଅଧିକାରୀ ଗତ ଗୁରୁବାର ଦିନ ସ୍ୱୀକୃତି ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0