spot_img

ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ ନାମିତ ହେଲା ଦିଲ୍ଲୀର ସଡକ

ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ ନାମିତ ହେଲା ଦିଲ୍ଲୀର ସଡକ । ତେବେ ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର୍ୟୁସ୍ଗଞ୍ଜରେ ଏକ ସଡକକୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମିତ କରିବା ପାଇଁ ଅନୁମତି ଦେଇଛି ନଗର ନିଗମ । ଏହା ସହ ଜଡିତ ସମସ୍ତ ପ୍ରସ୍ତାବକୁ ନଗର ନିଗମ ଅଧିକାରୀ ଗତ ଗୁରୁବାର ଦିନ ସ୍ୱୀକୃତି ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular