( )ଭୁବନେଶ୍ୱର ଲୋୟର ପିଏମଜିରେ ଆନେ୍ଦାଳନରତ ଇଘଗ କର୍ମୀଙ୍କୁ ଉଠାଇ ନେଲା ପୋଲିସ…. ଜୋର ଜବରଦସ୍ତ ଉଠାଇବା ବେଳେ ସ୍ୱସ୍ଥ୍ୟକର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି…. ଜାନୁୟାରୀ ୨୬କୁ ସମ୍ନ୍ାନ ଦେଇ ଉଠିଲୁ, ପୁଣି ଥରେ ଆନେ୍ଦାଳନରେ ବସିବାକୁ ଇଘଗ କର୍ମୀଙ୍କ ଚେତାବନୀ….ସ୍ଥାୟୀ ନିଯୁକ୍ତି ଦାବିରେ କରୁଥଲେ ଆନେ୍ଦାଳନ…..
( )ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ…..ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ ଶାମ୍ବ….ଏହି ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହେଉଥାଏ ମନୋସ୍କାମନା ବୋଲି ରହିଛି ଧର୍ମୀୟ ବିଶ୍ୱାସ….
( )ଆଜି ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ…..ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…..ସେପଟେ ନେତାଜୀ ଜୟନ୍ତୀ ଅବସରରେ ପାଳିତ ହେଉଛି ପରାକ୍ରମ ଦିବସ…..
( )ନେତାଜୀ ସୁବାସ ବୋସଙ୍କ ନାଁରେ ହେବ କଟକ ବସ ଟର୍ମିନାଲ…. ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….୧୧ ହଜାର ବର୍ଗମିଟରରେ ନିର୍ମିତ ବସ ଟର୍ମିନାଲରେ ୧୮୦ ବସ ରହିବା ସହିତ ୨୭୫ଟି କାର ରହଣୀ ପାଇଁ କରାଯିବ ବ୍ୟବସ୍ଥା…..
( )ଆଜି ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି….କୋଲକତା, ଭିକ୍ଟୋରିଆଲ,ମେମୋରିଆଲରେ ନେତାଜୀଙ୍କ ସ୍ଥାୟୀ ପ୍ରଦର୍ଶନ କରିବେ ଉଦଘାଟନ….ପରାକ୍ରମ ଦିବସ ରୂପେ ପାଳୁଛି ସାରା ଦେଶ
( )ଥରାଉଛି ଶୀତ, ଫୁଲବାଣୀରେ ୭ ଡିଗ୍ରୀକୁ ଖସିଲା ପାରଦ….କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ରେକର୍ଡ…. ୩-୪ ଦିନ ଭିତରେ ତାପମାତ୍ରା ୩ରୁ ୫ଡିଗ୍ରୀ ବଢିବା ସମ୍ଭାବନା….ଟ୍ୱିନ ସିଟିରେ ଗାଡିଚଳାଚଳ ବାଧାପ୍ରାପ୍ତ….



Visitors Today : 1
Total Visitors : 130303
Total Views : 9891806
Visitors Online Now : 0