spot_img

ଭିଜିଲାନ୍ସ ଡ଼ିଏସ୍‌ପିଙ୍କୁ ଲୁଟିଲେ ଲକଡ଼ାଉନ ଲୁଟେରା

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟର ସୁଯୋଗନେଇ ଲୁଟେରା ମାନେ ଗୋଟିଏ ପରେ ଗୋଟେ ଉନ୍ମତ କାଣ୍ଡ ଭିଆଉଛନ୍ତି । ଏଥିରେ ଭିଜିଲାନ୍ସ ଡ଼ିଏସପି ମଧ୍ୟ ବାଦ ପଡ଼ିନାହାଁନ୍ତି । ରବିବାର ସକାଳେ ବନ୍ଧୁକ ଦେଖାଇ ଦୁଇ ଲୁଟେରା ମହିଳା ପୋଲିସ ଅଧିକାରୀଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଲୁଟି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମହିଳା ଅଧିକାରୀ ଜଣଙ୍କ ଘର ଝାଡ଼ୁକରୁଥିବା ସମୟରେ ବାଇକ ରେ ପହଞ୍ଚିଥିଲେ ଲୁଟେରା । ପରେ ମହିଳାଙ୍କୁ ଫୋନ ଆସିଥିବା କହି ଲୁଟ ଉଦ୍ୟମ କରିଥିଲେ । ଏନେଇ ଅଭିଯୋଗ ହେବାପରେ ଖାରବେଳ ପୋଲିସ ଘଟଣାର ଟିକନିଖ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular