ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ । ତେବେ ବର୍ତ୍ତମାନର କୋଭିଡ ପରିସ୍ଥିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି ବୋଲି ବିସିସିଆଇ ଉଲ୍ଲେଖ କରିଛି । ଅନ୍ୟପଟେ ଉଭୟ ଦଳର ଖେଳାଳିମାନେ ଚେନ୍ନାଇରେ ପହଁଞ୍ଚିବା ପରେ ବାୟୋ-ବବଲରେ ପ୍ରବେଶ ପୂର୍ବରୁ ଖେଳାଳିମାନଙ୍କର କୋଭିଡ ଟେଷ୍ଟ କରାଯିବ । ପ୍ରଥମ ଟେଷ୍ଟ ଫେବୃଆରୀ ୫ ଓ ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୧୭ରୁ ଖେଳାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0