ଗୋଆ: ଇଣ୍ଡିଆନ ସୁପରଲିଗରେ ଖେଳାଯାଇଥିବା ଇଷ୍ଟ ବେଙ୍ଗଲ ବିପକ୍ଷ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୧-୦ ଗୋଲ ଦେଇ ମ୍ୟାଚକୁ ଜିତିଛି । ତେବେ ମ୍ୟାଚର ପ୍ରଥମାର୍ଦ୍ଧରେ ସେନେଗାଲ ଡିଫେଣ୍ଡର ୨୭ତମ ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ । ଏହା ସହ ମୁମ୍ବାଇ ସିଟି ଏଫସି ମୋଟ ୧୨ଟି ମ୍ୟାଚ ଖେଳି ୨୯ ପଏଣ୍ଟ ହାସଲ କରିବା ସହ ନିଜ ସ୍ଥାନକୁ ସୁଦୃଢ କରିବାରେ ସକ୍ଷମ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0