spot_img

ଜୟପାଟଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଲା କୋରାନା ଟୀକା 

ଜୟପାଟଣା:  କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ପର୍ୟ୍ୟାୟରେ କୋରନା ଟୀକା ଦିଆଯାଇଛି । ଆଜି ଏହି ଟୀକା କେନ୍ଦ୍ରରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ସାମନ୍ତ ମେହେରଙ୍କୁ ପ୍ରଥମ ଟୀକା ଦିଆଯାଇଥିଲା l ସରକାର ଙ୍କ ନିୟମ ଅନୁସାରେ ଟୀକା ନେବାପରେ ବ୍ୟକ୍ତି ଅଧା ଘଣ୍ଟା ପଯ୍ୟବେକ୍ଷଣ କକ୍ଷରେ ରହିଥିଲେ । ଯେଉଁମାନେ ଟୀକା ନେହିଥିଲେ ସେମାନଙ୍କ ଠାରେ କୋଣସି ପାର୍ଶ୍ୱ ପ୍ରତିକିରିଆ ଦେକାଯାଇନଥିଲା ଟିକକରଣ କେନ୍ଦ୍ରରେ ସମ୍ଭବ୍ୟ ପlର୍ସ୍ୟ ପ୍ରତିକ୍ରୟ ପାଇଁ ଟିମକୁ ରଖାଯାଇଥିଲା l ଜୟପାଟଣା ବ୍ଲକରସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦି ନେଇଥିଲେ ।ସମୁଦାୟ ୨୦୦ ଜଣଙ୍କୁ ପ୍ରଥମ ପର୍ୟ୍ୟାୟରେ ଟୀକା ଦିଆ ଯାଇଛିଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular