spot_img

ସୁନା ଦୋକାନରୁ ସଟର ତାଡି ଲୁଟ

ଗଞ୍ଜାମ: ଚିକିଟି ବ୍ଲକ ନୂଆଁ ଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ସୁନା ଦୋକାନ କବାଟ ତାଡି ଲୁଟ କଲେ ଦୃର୍ବୁତ୍ତ । ସିବାଜୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ସଟର ତାଡି ସୁନା ଗହଣା ଲୁଟ । ଘଟଣା ସ୍ଥଳରେ ନୂଆଁ ଗାଁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଛ।ନଭିନ ଜାରି ରଖିଛି । କେତେ ଭରି ସୁନା ଏବଂ କେଉଁ କେଉଁ ଗହଣା ସବୁ ଚୋରି ହୋଇଛି ଏବେ ପର୍ୟ୍ୟନ୍ତ ଜଣା ପଡ଼ିନାହିଁ। ୧୫ ଦିନ ତଳେ ଧାନଘର ଛକର ଟିଭିଏସ ସୋ ରୁମରୁ ୨ ଲକ୍ଷ ୭୦ ହଜାର ଟଙ୍କା ସଟର ତାଡି ଦୃର୍ବୁତ୍ତ ନେଇଯାଇଥିବା ବେଳେ ପୁଣି ଏବେ ସୁନା ଗହଣା ଲୁଟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular