spot_img

ଖୋର୍ଦ୍ଧାର ୧୬ ନଂ ଜାତୀୟ ରାଜପଥରେ ହାତୀ ଆତଙ୍କ

ଖୋର୍ଦ୍ଧା: ଖୋର୍ଦ୍ଧାର ୧୬ ନଂ ଜାତୀୟ ରାଜପଥରେ ହାତୀ ଆତଙ୍କ । ଦୀର୍ଘ ଦିନର ବ୍ୟବଧାନ ପରେ ଖୋର୍ଦ୍ଧାରେ ପୁଣି ହାତୀ ଆତଙ୍କ ଦେଖାଦେଇଛି । ହାତୀ ପଲ ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଛକ ନିକଟରେ ରାସ୍ତାପାର ହୋଇ ଗ୍ରାମ ଆଡକୁ ଯିବାର ଦେଖାଦେଇଥିଲା । ଗ୍ରାମ ଆଡକୁ ଯାଉଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଘଉଡାଇବା ସହ ଘଟଣା ଉପରେ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular