ରାଜଧାନୀ ରାଜରାସ୍ଥାରେ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଶୁଭୁଛି । ନୂଆଦିଲ୍ଲୀର ଖାନ ମାର୍କେଟ ସ୍ଥିତ ପିଏସ ତୁଗଲକ ରୋଡ଼ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୁବୃର୍ତ୍ତ ଏହି ନାରା ଦେଇଛନ୍ତି । ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ବରିଷ୍ଠ ଅଧିକାରୀଙ୍କ ସହ ତଦନ୍ତ ଅଧିକାରୀ ମଧ୍ୟ ପହଞ୍ଚି ଯାଞ୍ଚଆରମ୍ଭ କରିଛନ୍ତି । ଏହି ଘଟଣାରେ ୩ ଯୁବକ ଏବଂ ୩ ଯୁବତୀଙ୍କୁ ଅଟକ ରଖ ପୁଲିସି ପଚରାଉଚରା ଜାରି ରଖିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0