spot_img

ଭାରତ ଚୀନ ବୈଠକ ଆରମ୍ଭ

ପ୍ରାୟ ୨ମାସପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ ଚୀନ । ଦୁଇଦେଶ ମଧ୍ୟରେ ପୂର୍ବ ଲଦାଖ ସୀମାର ଗତିବିଧିକୁ ନେଇ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି ପୁଣିଥରେ ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଏହି ବୈଠକରେ ଉଭୟ ଏଲଏସିରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରାଯିବ । ଏହି ଆଲୋଚନାରୁ ସମଧାନର ବାଟ ବାହାରିବ ବୋଲି ଆଶାକରାଯାଉଛି । ଚୀନ ସୀମା ରେଖା ସ୍ଥିତ ମୋଲ୍ଡୋରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular