ଲଣ୍ଡନ: ପୁଣି ବଢ଼ିଲା ଲଣ୍ଡନରେ ଲକଡ଼ାଉନ ଅବଧି । ଦେଶରେ ବଡ଼ୁଥିବା କୋଭିଡ଼ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ରିଟିସ ସରକାର ଏହି ଅବଧିକୁ ଜୁଲାଇ ୧୭,୨୦୨୧କୁ ବଢ଼ାଯାଇଛି । ଏଥିସହିତ ବାହାର ଦେଶରୁ ଆସୁଥିବା ଲୋକଙ୍କ କ୍ୱାରେଣ୍ଟାଇନ ଅବଧିକୁ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ ବ୍ରିଟିସ ସରକାର ଲକଡ଼ାଉନ ଆଇନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏନେଇ ସେ କାଉନ୍ସିଲକୁ ପପ, ରେଷ୍ଟୁରାଣ୍ଟ,ଦୋକାନ ବଜାର,ଏବଂ ପବ୍ଲିକ ସ୍ଥାନଗୁଡ଼ିକୁ ଜୁଲାଇ ୧୭ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0