ଆଜି ବଲିଉଡ଼ ଅଭିନେତା ବରୁଣ ଧବନଙ୍କ ବାହାଘର । ବାହା ହେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ବରୁଣ । ଦୁର୍ଘଟଣାରେ ବରୁଣଙ୍କ କିଛି କ୍ଷତି ହୋଇନାହିଁ । ଏହି ଖବର ତାଙ୍କ ଫ୍ୟାନ୍ସ ମାନଙ୍କ ଚିନ୍ତାର ବିଷୟ ପାଲଟିଛି । ବରୁଣ ନତାସାଙ୍କ ପରିବାର ର ଲୋକେ ୨୨ ଜାନୁଆରୀରେ ଅଲୀବାଗରେ ପହଞ୍ଚି ଯାଇଥିଲେ। ଯେଉଁଠାରେ ବରୁଣ ତାଙ୍କ ବନ୍ଧୁ ମାନଙ୍କ ପାଇଁ ଏକ ବ୍ୟାଚଲର୍ ପାର୍ଟି ରଖିଥିଲେ। ବ୍ୟାଚଲର୍ ପାର୍ଟି ପରେ ବରୁଣ ଅଲୀବାଗ ର ‘ଦ ମେନସନ୍ ହାଉସ୍’ ରିଜର୍ଟ କୁ ଫେରୁଥିବା ସମୟରେ ରାସ୍ତାରେ ସେ ଦୁର୍ଘଟଣା ର ଶିକାର ହୋଇଥିଲେ। ଦୁର୍ଘଟଣା ସମୟରେ ବରୁଣ କାର ମଧ୍ୟରେ ଥିଲେ କିନ୍ତୁ ତାଙ୍କର କିଛି କ୍ଷତି ହୋଇନଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0