spot_img

୭୭ ବର୍ଷରେ ନିର୍ଦ୍ଦେଶକ ସୁଭାଷ ଘାଇ

ବଲିଉଡ଼ ନିଦେ୍ର୍ଦଶକ ସୁଭାଷ ଘାଇ ଆଜି ନିଜର ୭୭ତମ ଜନ୍ମଦିବସ ପାଳନ କରୁଛନ୍ତି । ୧୯୪୫ ମସିହା ଆଜିର ଦିନରେ ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ହୀନ୍ଦୀ ସିନେମା ଜଗତରେ ‘ ସୋ ମ୍ୟାନ’ ନାମରେ ବେଶ ପରିଚିତ ସୁଭାଷ ଘାଇ । ୧୯୬୭ ମସିହା ଫିଲ୍ମ ‘ତକଦୀର’ରେ ସେ ସହାୟକ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ନିର୍ଦେଶକ ଭାବରେ ସୁଭାଷ ୧୯୭୬ ମସିହାରେ ରେ ଫିଲ୍ମ ‘କାଳିଚରଣ’ ରେ ନିର୍ଦେଶନା ଦେଇଥିଲେ । ଏଥିରେ ଶତ୍ରୁଘ୍ନ ସିନ୍ହା ଏବଂ ରୀନା ରାୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସ୍ ରେ ସୁପର ହିଟ୍ ହୋଇଥିଲା । ଏହାପରେ ସୁଭାଷ ବଲିଉଡରେ ନିର୍ଦେଶକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular