ଯାଜପୁର : ଯାଜପୁର ଧର୍ମଶାଳା ବିଡ଼ିଓଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ବିଡ଼ିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥମାମଲା ଦାଏର ହେବା ପରେ ବିଡ଼ିଓ ମିଥ୍ୟା ତଥ୍ୟ ଦେଇଛନ୍ତି ।
ଯାହାର ପ୍ରମାଣ ଆଜି ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ଲେଖାଶ୍ରୀ । ବାଦ ପଡ଼ିଥିବା ଲୋକଙ୍କ ପାଖରେ ଘରନାହିଁ କିନ୍ତୁ ସତ୍ୟପାଠରେ ପକ୍କା ଘର ଦର୍ଶାଇଛନ୍ତି । କିଛି ଲୋକଙ୍କ ପାଖରେ ବିଦୁ୍ତ ସଂଯୋଗ ନଥିବା ବେଳେ ସତ୍ୟପାଠରେ ଅଧିକ ବିଦୁତ ବ୍ୟବହାର ନେଇ ଦର୍ଶାଯାଇଛି । ଯାହା ସଂମ୍ପୂର୍ଣ୍ଣ ମିଥ୍ୟା ବେଲେି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0