ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର କନସିଂହାରେ ରାସ୍ତାରୋକ କଲେ ଚାଷୀ । ପଦ୍ମପୁର ଉପଖଣ୍ଡ ମଣ୍ଡିମାନଙ୍କରେ ବିକ୍ରି ହୋଇନପାରି ୫ ଲକ୍ଷ କ୍ବିଣ୍ଟାଲ ଧାନ ପଡିଥିବା ବେଳେ ସରକାର କି ପ୍ରଶାସନ କେହି ଶୁଣୁ ନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ପଦକ୍ଷେପ ନିଆ ଯାଇନଥିବା ପ୍ରତିବାଦରେ ସୋମବାର ଚାଷୀମାନେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ତ୍ୟକ୍ତ ଚାଷୀ କନସିଂହାରେ ଟ୍ରାକ୍ଟରରେ ଧାନ ରଖି ରାସ୍ତା ଅବରୋଧ କରିଥିବାରୁ ବିଜୁ ଏକ୍ସପ୍ରେସରେ ଯାତାୟାତ ଠପ ହୋଇଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0