spot_img

ପରଲୋକରେ ମହାନ ଫୁଟବଲର ପ୍ରଶାନ୍ତ ଦୋରା

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ମହାନ ଫୁଟବଲର ପ୍ରଶାନ୍ତ ଦୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିବାର ସୂଚନା ମିଳିଛି । ତେବେ ୨୦୦୧ ପର୍ଯ୍ୟନ୍ତ ମୋହନ ବାଗାନର ଅଂଶ ରହିଥିଲେ । ନିଜର ଜବରଦସ୍ତ ପ୍ରଦର୍ଶନ ଫଳରେ ମାରିନର୍ସ ୨୦୦୩ ଫିଫା ଶିଲ୍ଟ ଟାଇଟଲ ଜିତିଥିଲେ । ଅନ୍ୟପଟେ ଫୁଟବଲ କ୍ଲବର ଟ୍ୱିଟର ହ୍ୟାଣ୍ଡେଲ ତାଙ୍କ ଚିତ୍ର ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular